ମୁଖ୍ୟମନ୍ତ୍ରୀ ହକି ଖୋଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ

CM felicitated hockey players

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସିଆନ୍ ଗେମ୍ସ-୨୦୧୮ରେ ଅଂଶ ଗ୍ରହଣ କରି ମେଡାଲ ଜିତିଥିବା ହକି ଖେଳାଳୀଙ୍କୁ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଜାକର୍ତ୍ତା ଠାରେ ଅନୁଷ୍ଠିତ ଏସିଆନ କ୍ରୀଡା ପ୍ରତିଯୋଗିତାରେ ଭାରତୀୟ ହକି ମହିଳା ଏବଂ ପୁରୁଷ ଦଳ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ମହିଳା ହକି ଦଳର ୪ ଜଣ ସମ୍ବର୍ଦ୍ଧିତ ମହିଳା ଖେଳାଳୀ ହେଲେ ଲିଲିମା ମିଞ୍ଜ, ନମିତା ଟପ୍ପୋ, ସୁନିତା ଲାକ୍ରା ଓ ଦୀପେସ ଏକ୍କା।

Other News