Published : ଓରିଶା ପୋଷ୍ଟ
15-May-2019
ରାଜ୍ୟରେ ମେ ୩ ତାରିଖରେ ହୋଇଥିବା ବାତ୍ୟା ଫନୀରେ ସାଧାରଣ ଲୋକଙ୍କ ସମ୍ପତି, କ୍ଷୟ କ୍ଷତି, ରିଲିଫ ଆଦିରେ ୧୧,୯୪୨.୬୨ କୋଟି ଟଙ୍କାର ପହଞ୍ଚିଛି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି।