Published : ଓଡ଼ିଶା ସନ୍ ଟାଇମ୍ସ
/02-Feb-2019
କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ଅର୍ଥ ବ୍ୟାଙ୍କ ଗୁଡିକ ଚାଷୀଙ୍କ ଋଣ ବାବଦରେ ଭରଣା ନକରିବାକୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। କାଳିଆ ଯୋଜନାର ଅର୍ଥ ବ୍ୟଙ୍କ ଗୁଡିକ ଚାଷୀଙ୍କ ଋଣ ବାବଦରେ କାଟି ନେଉଛନ୍ତି ବୋଲି ଅଭିଯୋଗ ହେବାପରେ ରାଜ୍ୟସରକାର ଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ଏହିଭଳି ପଦକ୍ଷେପ ନେଇଛନ୍ତି।