ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ତୀର୍ଥ ଯାତ୍ରୀଙ୍କ ପାଇଁ ହଜ ହାଉସ ନିର୍ମାଣ ଖୁବ୍ ଶିଘ୍ର

CM promises Haj House for pilgrims from Odisha

 Published : ଓଟିଭ

/  

13-Jul-2017  

ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ଖୁବ୍ ଶିଘ୍ର ହଜ୍ ହାଉସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିପାଇଁ ଭୁବନେଶ୍ବର ପୋଖରୀପୁଟଠାରେ ଜମି ଚିହ୍ନଟ ହୋଇ ସାରିଛି। ନିର୍ମାଣ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News