ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, କଲ୍ୟାଣକାରୀ ଯୋଜନାରେ ଆଉ ୫ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କର

CM asks to cover 5 lakh more construction workers under welfare schemes

 Published : ଟାଇମ୍ସ ଅଫ ଇଣ୍ଡିଆ

/  

15-Sep-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧିକ ୫ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ନିର୍ମାଣ ଶ୍ରମିକଙ୍କ ପାଇଁ ଉଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କଲାବେଳେ ମୁଖ୍ୟମନ୍ତ୍ରୀ, ସମସ୍ତ ଯୋଗ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ କଲ୍ୟାଣକାରୀ ଯୋଜନାର ଯେପରି ସୁବିଧା ପାଇ ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ କହିଥିଲେ।

Other News