ସ୍ବଚ୍ଛ ସର୍ବେକ୍ଷଣ,ଶୀର୍ଷ ଶ୍ରେଣୀରେ ଓଡ଼ିଶା ପୌରପାଳିକା

Swachh Survekshan: Odisha municipalities top categories

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-Mar-2019  

ଜାତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ-୨୦୧୯ରେ, ଓଡ଼ିଶାର କରଞ୍ଜିଆ, ପାରାଦ୍ବୀପ ଏବଂ ଯାଜପୁର ପୌରପାଳିକା ଶ୍ରେଷ୍ଠ ଶ୍ରେଣୀର ମାନ୍ୟତା ହାସଲ କରିପାରିଛନ୍ତି ବୋଲି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Other News