ମୁଖ୍ୟମନ୍ତ୍ରୀ ଦ୍ବାରା ମେକ୍ ଇନ୍ ଓଡିଶା ଉଦଘାଟି

CM Naveen Patnaik inaugurates Make in Odisha conclave

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

01-Dec-2016  

ଦୀର୍ଘ ପ୍ରତିକ୍ଷା ପରେ ସର୍ବବୃହତ୍ ପୁଞ୍ଜି ନିବେଶକାରୀଙ୍କ ସମ୍ମିଳନୀ, ମେକ୍ ଇନ୍ ଓଡିଶା କନକ୍ଲେଭ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀ, ଓଡିଶାରେ ଧାତୁ ଓ ଅଣଧାତୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ମାର୍ଗଦର୍ଶକ ହେବ। ସମ୍ମିଳନୀକୁ ଦେଶ ବିଦେଶରୁ ବହୁ ସଖ୍ୟାରେ ଆସିଥିବା ପୁଞ୍ଜି ବିନିବେଶକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସ୍ବଲ୍ପ ଅଭିଭାଷଣରେ କହିଥିଲେଯେ ରାଜ୍ୟର ଜୈବନୀତି ଓ ପୁଞ୍ଜି ନିବେଶର ସୁଯୋଗକୁ ଏହି ସମ୍ମିଳନରେ ପ୍ରଦର୍ଶନ କରାଯାଇଛି, ଯାହାକି ରାଜ୍ୟପାଇଁ ପୁଞ୍ଜି ନିବେଶ ଓ ନିଯୁକ୍ତିର ସୁଯୋଗ  ସୃଷ୍ଟିକରିବ। 

Other News