ମହିଳା ସଂରକ୍ଷଣ ମିଳିତ ଜାତିସଂଘର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା

Women reservation: UN complimented for CM

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ମିଳିତ ଜାତିସଂଘ ପ୍ରଶଂସା କରିଛି। ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତକରଣ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସନୀୟ ବୋଲିବର୍ଣ୍ଣନା କରିଛନ୍ତି। ମିଳିତ ଜାତିସଙ୍ଘ ମହିଳା ବିଭାଗର କଣ୍ଟ୍ରି ଡେପୁଟି ରିପ୍ରେଜେଣ୍ଟେଟିଭ୍ ନିଶଥ ସତ୍ୟମ ଏକ ଚିଠିରେ ଦର୍ଶାଇଛନ୍ତି ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ଏକ ନିଦର୍ଶନ ପାଲଟିଛନ୍ତି।

Other News