ଓଡିଶା ହେବ ଭିକାରି ଶୂନ୍ୟ ରାଜ୍ୟ

Odisha to be beggar-free state

 Published : ଓଡିଶା ସନ୍ ଟାଇମ୍ସ

/  

23-Mar-2017  

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓଡିଶାକୁ ଏକ ଭିକାରି ଶୂନ୍ୟ ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ଏକ ଯୋଜନା ପ୍ରଚଳନ କରିବେ। ଏହି ଯୋଜନା କାର୍ଯ୍ୟକାରୀ ହେଲେ କୌଣସି ବ୍ୟକ୍ତି ଜୀବନ ଓ ଜୀବିକା ପାଇଁ ଭିକ୍ଷାବୃତ୍ତିକୁ ଗ୍ରହଣ କରିପାରିବ ନାହିଁ। ପ୍ରସ୍ତାବିତ ଯୋଜନା ଅନୁଯାଇ ପ୍ରଥମେ ଭିକାରୀ ମାନଙ୍କୁ ଚିହ୍ନଟ କରାଯିବ। ପରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇ ରୋଜଗାର କ୍ଷମ କରାଯିବ। 

Other News