ରାଜ୍ୟର ୯ ଟି ଜିଲ୍ଳା ମରୁଡି କ୍ଷତିଗ୍ରସ୍ତ, ୩୩ ଭାଗ ଫସଲ ହାନି

Nine districts declared drought affected; crop loss 33 percent

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Nov-2018  

ରାଜ୍ୟର ୯ ଟି ଜିଲ୍ଲା ମରୁଡି ବିପନ୍ନ ଭାବେ ରାଜ୍ୟସରକାର ଘୋଷଣା କରିଛନ୍ତି। ଏହି ସବୁ ଜିଲ୍ଲାରେ ହାରାହାରି ୩୩ ଭାଗ ଫସଲ ହାନି  ଘଟିଛି ବୋଲି ଜଣାପଡିଛି। ସେହି ସବୁ ଜିଲ୍ଲା ଗୁଡିକ ହେଲା ବରଗଡ, ବଲାଙ୍ଗିର, ଦେବଗଡ,ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ସମ୍ବଲପୁର ଏବଂ ସୁନ୍ଦରଗଡ ବୋଲି ସରକାରୀ ଭାବେ କୁହାଯାଇଛି।

Other News