ବିଜେଡି ସଭାପତି ଭେଟିବେ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ବାଚିତ ସଦସ୍ୟ ମାନଙ୍କୁ

BJD PRESIDENT TO MEET PRI MEMBERS FROM APRIL 2

 Published : ଓଡିଶାପୋଷ୍ଟ

/  

31-Mar-2017  

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ବାଚିତ ସଦସ୍ୟ ମାନଙ୍କୁ ଅପ୍ରେଲ ୨ ତାରିଖରୁ ସିଧାସଳଖ ଭେଟିବା ଆରମ୍ଭ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଏହିଭଳି ପଦକ୍ଷେପ ନିଆଯାଇଛି।

Other News