ଓଡ଼ିଶାର ଜଳ ସେଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଭୁଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

Chief Minister countered PM Modis claim on irrigation facilities in Odisha

 Published : ଟାଇମ୍ସ ଅଫ ଇଣ୍ଡିଆ

/  

04-Jan-2019  

ଓଡ଼ିଶାର ଜଳସେଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ସୂଚନା ଦେଇ କହିଥିଲେ ୨୦୧୪ ନିର୍ବାଚନରେ ବିଜେଡି ୧୦ ଲକ୍ଷ ହେକ୍ଟର ଜମିରେ ଜଳ ସେଚନ କରିବାର ପ୍ରତିଶ୍ରୁତି ବିଜେଡି ଦେଇଥିଲା ଏବେ ସୁଦ୍ଧା ମାତ୍ର ୨୨୦୦୦ ହେକ୍ଟର ଜମିରେ ଜଳ ସେଚନର ସୁବିଧା କରିଛନ୍ତି ବୋଲି ଦେଇଥିବା ଉକ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ପତ୍ର ଲେଖି ଦର୍ଶାଇଛନ୍ତି, ୨୦୧୪ ନିର୍ବାଚନ ପରେ ଓଡ଼ିଶା ସରକାର ୭.୮ ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା କରିସାରିଛନ୍ତି ଏବଂ ଖୁବ୍ ଶିଘ୍ର ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବାର ଧାର୍ଯ୍ୟ ଲକ୍ଷ୍ୟକୁ ଓଡ଼ିଶା ଅତିକ୍ରମ କରିବ।

Other News