ଓଡିଶାର ପାଇକ ବିଦ୍ରୋହ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ରାଜ୍ୟସରକାର କେନ୍ଦ୍ର ନିକଟରେ ଖୁବ୍ ଶିଘ୍ର କରିବେ ଦାବୀ

Odisha to seek first freedom struggle tag for Paika revolt

ଦେଶରେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ହୋଇଥିବା ବେଳେ ଏହାର ବହୁପୂର୍ବରୁ ଅର୍ଥାତ ୧୮୧୭ ମସିହାରେ ଓଡିଶାରେ ପାଇକ ବିଦ୍ରୋହ ସଙ୍ଗଠିତ ହୋଇଥିଲା । ତେଣୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର  ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର କେନ୍ଦ୍ର ନିକଟରେ ଦାବୀ କରିବେ । 

Other News