ବିଜେଡି ସଭାପତିଙ୍କ ଘୋଷଣା, ପ୍ରଦୀପ ହେଲେ ବିଧାନ ସଭାର ବାଚସ୍ପତି ପ୍ରାର୍ଥୀ ଓ ପ୍ରତାପ ହେଲେ ରାଜ୍ୟସଭା ପ୍ରାର୍ଥୀ

BJD president announces pradeep, Pratap as party candidates for assembly Speaker ,RS polls

 Published : ଓଡିଶା ସନ୍ ଟାଇମ୍ସ

/  

11-May-2017  

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଲି ପଡିଥିବା ବିଧାନସଭାର ବାଚସ୍ପତି ଓ ରାଜ୍ୟସଭା ସଦସ୍ୟ ପଦ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବତନ ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ୍ ଙ୍କୁ ବିଧାନ ସଭାର ବାଚସ୍ପତି ପଦପାଇଁ  ଏବଂ ପୂର୍ବତନ ମନ୍ତ୍ରୀ ତଥା ଦଳୀୟ ପ୍ରବକ୍ତା ପ୍ରତାପ ଦେବଙ୍କୁ ରାଜ୍ୟସଭା ସଦସ୍ୟ ପଦ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

Other News