ମହାନଦୀ ମୁହାଣ ଏବଂ ଚ୍ୟାନେଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରକୁ ଚିଠି

CM seeks dredging of Mahanadi River mouth & channel

 Published : ଓଟିଭି

/  

22-Mar-2017  

ମହାନଦୀ ମୁହାଣ ଓ ଚ୍ୟାନେଲ ଖୋଲିବା ପାଇଁ  ପାରାଦଦୀପ ପୋର୍ଟ ଟ୍ରଷ୍ଟ କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଙ୍କୁ ପତ୍ର ଲେଖିଛନ୍ତି। ମହାନଦୀ ମୁହାଣ ଓ ଚ୍ୟାନେଲ ଖୋଳା ଗଲେ ମାଛଧରା ବୋଟ ଗୁଡିକ ଚଳ ପ୍ରଚଳ ପାଇଁ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

Other News