ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ, ତାଙ୍କ ଦଳ ପୁଣି ନିର୍ବାଚନ ଜିତି ସରକାରକୁ ଫେରିବ

CM Naveen Patnaik is confident of return in polls

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟରେ ଜୋର ଦାର ନିର୍ବାଚନ ପ୍ରଚାର କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢ ନିଶ୍ଛିତ ଯେ  ରାଜ୍ୟରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ତାଙ୍କୁ ପୁଣି ସରକାରକୁ ଫେରାଇବ।

Other News