ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ମେଡିକାଲ କଲେଜ ଓ ହସପିଟାଲର ନୂତନ କୋଠାର ଉଦଘାଟନ କଲେ

CM inaugurates Bolangir MCH building

 Published : ଓଟିଭି

/  

21-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ପରିସରରେ ନବ ନିର୍ମିତ ସରକାରୀ ମେଡିକାଲ କଲେଜ ଓ ହସପିଟାଲର କୋଠାର ଶୁଭଉଦଘାଟନ କରିଛନ୍ତି। ଏଥିସହିତ ବଲାଙ୍ଗୀରରେ ସେ ତେଲ ନଦୀରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପ ସମେତ ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ “ଜଳଯୋଗାଣ ପ୍ରକଳ୍ପକୁ ଉଦଘାଯନ କରି ମୁଁ ବେଶ୍ ଆନନ୍ଦିତ। ଏହି ପ୍ରକଳ୍ପ ବଲାଙ୍ଗୀର ସହରକୁ ପାନୀୟ ଜଳ ଯୋଗାଇବ”।

Other News