ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଢେଙ୍କାନାଳ ଓ ଅନୁଗୋଳରେ ପ୍ରତିଷ୍ଠାହେବ ଭିଜିଲାନ୍ସ କୋର୍ଟ

CM announces to set up Vigilance courts in Dhenkanal and Anugul

 ରାଜ୍ୟ ସରକାରଙ୍କର ଦୁର୍ନୀତି ବିରୋଧରେ ସଂଗ୍ରାମ କାର୍ଯ୍ୟକ୍ରମ ଏବଂ ସରକାରୀ କର୍ମଚାରୀଙ୍କ ବିଚାର ପାଇଁ ପଡିରହିଥିବା ଦୁର୍ନୀତି ସଂକ୍ରାନ୍ତ ମାମଲା ଗୁଡିକର ତ୍ବରୀତ ନିଷ୍ପତ୍ତି ପାଇଁ  ଅନୁଗୋଳ ଓ ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁନ୍ଦରଗଡ ଏବଂ କଟକ ରେ ଦୁଇଟି ଅତିରିକ୍ତ ଭିଜିଲାନ୍ସ କୋର୍ଟ କାର୍ଯ୍ୟ କରୁଛି।  ରାଜ୍ୟର ପ୍ରତି ଜିଲ୍ଲାରେ ଦୁର୍ନୀତିକୁ ନିୟତ୍ରଣ କରିବାପାଇଁ ଭିଜିଲାନ୍ସ ଉଇଙ୍ଗକୁ ଅଧିକ ସୁଦୃଢ କରିବାକୁ ବିଭାଗ ଦ୍ବାରା ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ବେଲି ସେ କହିଥିଲେ। 

Other News