ବିଜେଡିର ଶେଷ ହେଲା ଜନ ସମ୍ପର୍କ ପଦଯାତ୍ରା

BJD concludes Jan Sampark Padayatra

 Published : ଦି ଟାଇମସ୍ ଅଫ ଇଣ୍ଡିଆ

/  

03-Nov-2016  

ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ର ଏକ ମାସ ଧରି ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ଶେଷ ହେଇଛି।  ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳିର ଜାରକାଠାରେ ଅନୁଷ୍ଠିତ ଦଳୀୟ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଦୀର୍ଘ ଏକମାସ ଧରି ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ପଦଯାତ୍ରାରେ ବିଜେଡିର ନେତାମାନେ ମହାନଦୀ ଓ ପୋଲାଭରମ୍ ସମ୍ପର୍କରେ ଜନସଚେତନା ସୃଷ୍ଟି କରିଥିଲେ।

Other News