ପୂର୍ବତନ ରାଜ୍ୟସଭା ସଦସ୍ୟ ବୈଷ୍ଣବ ପରିଡାଙ୍କ ୭୭ ବର୍ଷ ବୟସରେ ପରଲୋକ

Former RS member Baishnab Parida Passed away at 77

ବରିଷ୍ଟ ନେତା, ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଭାଷା ସୁରକ୍ଷା ସମ୍ମିଳନୀର ଆବାହକ ବୈଷ୍ଣବ ଚରଣ ପରିଡାଙ୍କ ବିୟୋଗ ଏକ ଘରୋଇ ହସପିଟାଲରେ ମଙ୍ଗଳବାର ଦିନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Other News