ମହାନଦୀ ବିବାଦ, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚଠିଲେଖି ଟ୍ରିବ୍ୟୁନାଲ ଗଠନ ପାଇଁ ପୁନର୍ବାର ଦାବୀ ଜଣାଇଲେ

Mahanadi dispute: CM wrote to PM again, demanded Tribunal

 Published : ଓଟିଭି

/  

18-Nov-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଡୋଶୀ ଛତିଶଗଡ ରାଜ୍ୟ ସହିତ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜ୍ୟର ଦାବୀକୁ ପୁଣି ଦେହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁର୍ନବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖି ମହାନଦୀ ଜଳ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି।

Other News