ମୁଖ୍ୟମନ୍ତ୍ରୀଙ୍କ ଚିଠି: ଦିଲ୍ଲୀ ଯାତାୟତ କରୁଥିବା ବିମାନର ଝାରସୁଗୁଡାରେ ରହଣୀ ବ୍ୟବସ୍ତା ରହୁ

CM wants Air India Delhi flights to have stopover at Jharsuguda

 Published : ପାଏନିୟର

/  

08-Jan-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀଙ୍କୁ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଏୟାର ଇଣ୍ଡିଆର ଭୁବନେଶ୍ବରରୁ ଦିଲ୍ଲୀ ଯାତୟତ କରୁଥିବା ସମସ୍ତ ବିମାନ ଗୁଡିକ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ରହଣୀ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରିଛନ୍ତି।

Other News