ସ୍ବର୍ଗୀୟ ବେଦୁ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀଙ୍କୁ ଦଳ ପାଟକୁରାରୁ ପ୍ରାର୍ଥୀକଲା

Dal fielded Bed Prakash Agarwalla’s widow from Patkura

 Published : ଓଡ଼ିଶା ସନ୍ ଟାଇମ୍ସ

/  

29-Apr-2019  

ସ୍ବର୍ଗୀୟ ବେଦୁ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଦଳ ପକ୍ଷରୁ ପାଟକୁରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବା ପାଇଁ ଘୋଷଣାକରାଯାଇଛି। ବେଦୁଙ୍କ ବିୟୋଗ ଯୋଗୁ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବନ୍ଦ ରହିଥିଲା। ଆସନ୍ତା ମେ ମାସ ୧୯ ତାରିଖରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିହେବ।

Other News