ଲୋକସଭାର ସର୍ବ କନିଷ୍ଠ ସଭ୍ୟ ହେଉଛନ୍ତି ଓଡିଶାର ମହିଳା

This Odisha woman youngest ever to enter Lok Sabha

 Published : ଓଡ଼ିଶା ସନ୍ ଟାଇମ୍ସ

/  

25-May-2019  

କେନ୍ଦୁଝର ଟିକରଗୁମୁରା ଗ୍ରାମର ୨୫ ବର୍ଷିୟା ଚନ୍ଦ୍ରାଣୀ ମୁର୍ମୁ ରାଜଧାନୀର ଏକ ଇଂଜିନିୟରିଂ କଲେଜରୁ ବିଟେକ୍ କରି ଜାକିରି ଅନ୍ବେଷରେ ଥିବା ବେଳେ ସୌଭାଗ୍ୟ କ୍ରମେ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାର ତାଙ୍କୁ ସୁଯୋଗ ମିଳିଥିଲା। ସେ କେନ୍ଦୁଝର ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ଲୋକସଭାରେ ସର୍ବ କନିଷ୍ଠ ସଦସ୍ୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

Other News