ମୁଖ୍ୟମନ୍ତ୍ରୀଙ୍କ ଦାବୀ, ସମ୍ବଲପୁର ପାଇଁ ନୂଆ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଚଳାଅ

CM demanded new Rajdhani Express train for Sambalpur

 Published : ପାଏନିଓର

/  

13-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ବର୍ତ୍ତମାନ ଚଳପ୍ରଚଳ କରୁଥିବା କୈଣସି ରାଜଧାନୀ ଏକ୍ସପ୍ରେସ ଟ୍ରେନର ଗତିପଥ ନବଦଳାଇ ସମ୍ବଲପୁର ଦେଇ ଯାତାୟତ କରିବା ପାଇଁ ସ୍ବତନ୍ତ୍ର ଏକ ନୂଆ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଚଳାଇବାପାଇଁ ଦାବୀ କରିଛନ୍ତି।

Other News