ଷ୍ଟାର୍ଟଅଫ୍ କ୍ଷେତ୍ରରେ ଓଡିଶା ଏକ ମଡେଲ ରାଜ୍ୟ

Odisha gets a pat for startup move

ଷ୍ଟାର୍ଟଅଫକୁ ଆଗକୁ ନେବା କ୍ଷେତ୍ରରେ ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ଓଡିଶା ଅଗ୍ରଣୀ ରାଜ୍ୟ ଭାବେ ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ଦେଶର ଷ୍ଟାର୍ଟଅଫ୍ ରାଜ୍ୟ ସମ୍ମିଳନୀରେ ପ୍ରଶଂସିତ ହୋଇଛି। ସ୍ବଳ୍ପ ସମୟ ମଧ୍ୟରେ ଷ୍ଟାର୍ଟଅଫକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟର ମାନ୍ୟତା ମିଳିଛି। ଡିପାର୍ଟମେଣ୍ଟ ଅଫ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋସନ ସଂସ୍ଥା ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ଓଡିଶା ସମେତ ୨୧ ଟି ରାଜ୍ୟ ଅଂଶ ଗ୍ରହଣ କରିଥିଲେ।

Other News