ଉତ୍କଳ ବିଶ୍ବବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

CM inaugurated second campus of Utkal University

 Published : ଓଡ଼ିଶା ସନ୍ ଟାଇମ୍ସ

/  

02-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ (ଗ୍ରାମାଞ୍ଚଳ)କୁ ଉଦଘାଟନ କରିଛନ୍ତି। ଏହି ନୂତନ କ୍ୟାମ୍ପସରେ ପବ୍ଲିକ ହେଲଥ୍  ଏବଂ ଏମ ବି ଏ ରୁରାଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆରମ୍ଭ କରାଯିବ। ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବା ପର୍ଯ୍ୟନ୍ତ ବାବା ଭୈରବାନନ୍ଦ  ମହାବିଦ୍ୟାଳୟରେ ଅସ୍ଥାୟା ଭାବେ କ୍ଲାସ ଚାଲିବ।

Other News