ବଜ୍ରପାତ ଜନୀତ ମୃତ୍ୟୁ , ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Lightning deaths: CM announces ex-gratia

 Published : ଓଡିଶା ସନ୍ ଟାଇମ୍ସ

/  

31-Jul-2017  

ବଜ୍ରପାତରେ  ବିଭିନ୍ନ ଅଞ୍ଚଳରେ  ପ୍ରାଣ ହରାଇଥିବା ୧୮ ମୃତକଙ୍କ  ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Other News