ଖୁବ୍ ଶିଘ୍ର ନିଯୁକ୍ତି ହେବେ ୮୩୭ ନିୟମିତ ଡାକ୍ତର

837 REGULAR DOCS TO BE APPOINTED SOON

 Published : ପାଏନିଅର

/  

23-May-2017  

ରାଜ୍ୟ ସ୍ବାସ୍ଥ ସେବାରେ ଉନ୍ନତି ଆଣିବା ପାଇଁ  ରାଜ୍ୟ ସରକାର ଖୁବ୍ ଶିଘ୍ର ୮୩୭ ନିୟମିତ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିବେ ଏବଂ  ୯୨ ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ କରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Other News