ଦଳର ଘୋଷଣା,ଧାନର ସହାୟକ ମୂଲ୍ୟବୃଦ୍ଧି ଓ ଉତ୍ପାଦିତ ହସ୍ତତନ୍ତ ଦ୍ରବ୍ୟରୁ ଜିଏସଟି ଛାଡ ପାଇଁ ହେବ ତୀବ୍ର ଆନ୍ଦୋଳନ

Party to intensify agitation over MSP and GST on handloom products

 Published : ଟାଇମ୍ସ ଅଫ ଇଣ୍ଡିଆ

/  

23-Aug-2017  

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ହସ୍ତତନ୍ତ ବସ୍ତ୍ର ଉପରୁ ଜିଏସଟି ଛାଡ ଦାବୀକରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜୁ ଜନତା ଦଳ ସମବାୟ ସେଲ ପକ୍ଷରୁ ଘୋଷଣା କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମବାୟ ସଂସ୍ଥାର ନିର୍ବାଚିତ ଦଳୀୟ ପ୍ରତିନିଧି ମାନଙ୍କୁ ଉଦବୋଧନ ଦେଇ କହିଥିଲେ ସମବାୟ ସଂସ୍ଥାଗୁଡିକ, ତୃଣମୂଳସ୍ତରରେ ଥିବା କୃଷକ, ବୁଣାକାର, ମତ୍ସ୍ୟଜିବୀ ଏବଂ ଶ୍ରମିକ ଶ୍ରେଣୀଙ୍କ ନିକଟରେ ବିକାଶ କିପରି ପହଞ୍ଚି ପାରିବ ସେଥିପାଇଁ ସାକାରତ୍ମକ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Other News