ମୁଖ୍ୟମନ୍ତ୍ରୀ ୮ ଟି ଜିଳ୍ଳାର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କଲେ

CM distributed land patta to slum dwellers of 8 districts

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Nov-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୮ ଟି ଜିଲ୍ଲାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରୀଠାରେ ପଟ୍ଟାବଣ୍ଟନ କରିଛନ୍ତି। ପୁରୀ ଜିଲ୍ଳାର ସର୍ବାଧିକ ୬୫୦୦  ବାଲେଶ୍ବର ଏବଂ କେନ୍ଦ୍ରାପଡା ଜିଲ୍ଲାର ୫୯୪ ହିତାଧିକାରୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଜମି ପଟ୍ଟା ବାଣ୍ଟିଛନ୍ତି। 

Other News