ମୁଖ୍ୟମନ୍ତ୍ରୀ ୧୫୦ ଜଣ କନିଷ୍ଠ ଟେକ୍ନିସିଆନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ

CM handed over  appointment letter to 150 junior technicians

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ଶକ୍ତି ପରିବହନ ନିଗମ ଲିମିଟେଡରେ ଯୋଗଦେବାପାଇଁ ଚୟନ କରାଯାଇଥିବା ୧୫୦ ଜଣ କନିଷ୍ଠ ଟେକ୍ନିସିଆନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ନବ ନିଯୁକ୍ତ ଟେକ୍ନିସିଆନ ମାନଙ୍କୁ ସ୍ବାଗତକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଓପିଟିସିଏଲ ବିଭିନ୍ନ ବିଭାଗରେ ୧୫୮୧ ବୃତ୍ତିଧାରୀ ମାନଙ୍କୁ ନିଯୁକ୍ତି ଦେଇ ସାଧାରଣ ଉଦ୍ୟୋଗ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି।

Other News