ଓଡିଶାରେ ଯାତ୍ରୀ ମାନଙ୍କୁ ଏଣିକି ମିଳିବ ବାତାନୂକୁଳିତ ସେକାରୀ ବସଯାତ୍ରାର ସୁବିଧା

Now passengers in Odisha can travel in AC buses

 Published : ଟାଇମ୍ସ ଅଫ ଇଣ୍ଡିଆ

/  

07-May-2017  

ଓଡିଶାରେ ଖରାଦିନେ ଯାତ୍ରୀ ମାନଙ୍କୁ ଏଣିକି ମିଳିବ ସରକାରୀ ବାତାନୂକୁଳିତ ବସ ଯାତ୍ରର ସୁବିଧା । ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଏଥିପାଇଁ୧୯ ଟି  ବାତାନୂକୁଳିତ ଓ ଗୋଟିଏ ସାଧାରଣ ବସ ସେବା ପ୍ରଚଳନ କରଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପତାକା ହଲାଇ ନୂତନ ବସ ସେବାର ଶୁଭାରମ୍ଭ କରିଛନ୍ତି। 

Other News