ଦଳ ଚାହେଁ କାଳିଆ ଯୋଜନା ଚାଲୁରହୁ

BJD for continuation of KALIA scheme

 Published : ଓରିଶାପୋଷ୍ଟ

/  

17-Mar-2019  

ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟର  ମୁଖ୍ୟ ନିବାର୍ଚନ ଅଧିକାରୀଙ୍କୁ ସାକ୍ଷାତ କରି “କାଳିଆ” ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ଉପରେ ରୋକ୍ ନଲଗାଇବାକୁ ଦଳ ପକ୍ଷରୁ ଦାବୀ କରାଯାଇ ଏକ ସ୍କାରକ ପତ୍ର ପ୍ରଦାନ କରାଯାଇଛି।

Other News