ମୁଖ୍ୟମନ୍ତ୍ରୀ କହିଲେ, ଲୋକସଭାରେ ଯଦି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନହୁଏ, ତେବେ ଆମେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବୁ

If there is no-trust debate in LS, we will highlight Delhis apathy: CM

 Published : ଟାଇମ୍ସ ଅଫ ଇଣ୍ଡିଆ

/  

19-Mar-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚାଲିଥିବା ସରକାରଙ୍କ ବିରୋଧରେ ଯଦି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନହୁଏ ଏବଂ ଅନୁମତି ମିଳେ ତେବେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କ୍ଷେତ୍ରରେ କ୍ରମାଗତ ଅବହେଳା ପ୍ରସଙ୍କ ଲୋକସଭାରେ ଉଠାଇବୁ। ଓଡିଶାର ଦୀର୍ଘ ବର୍ଷର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦାବୀକୁ ଉଭୟ ୟୁପିଏ ଏବଂ ଏନଡିଏ ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି।

Other News