ମେକ୍-ଇନ୍-ଓଡ଼ିଶା: ୬ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ

Make in Odisha to create 6L jobs

ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମରେ ଚଳିତ ବର୍ଷ ଯେଉଁ ପରିମାଣରେ  ପୁଞ୍ଜି ବିନିଯୋଗ ଅସିଛି ତାହା ରାଜ୍ୟରେ ୬ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Other News