ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ଭିଡିପି ଆସୋସିଏଟ୍ସ ସର୍ଭେ

Naveen Best Performing CM In India: Survey

 Published : ଓଡ଼ିଶା ବାଇଟ୍ସ

/  

18-Aug-2019  

ସାଧାରଣ ନିର୍ବାଚନ ପରେ ପ୍ରଦର୍ଶନକୁ ଭିତ୍ତିକରି ଭିଡିପି ଆସୋସିଏଟ୍ସ କରିଥିବା ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସର୍ଭେ ଅନୁଯାୟୀ ନିଜ ଜନହିତକର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଓ ଗ୍ରହଣୀୟତା ବୃଦ୍ଧି ପାଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି।

Other News