ଦଳର ସଭାପିତଙ୍କ ଘୋଷଣା, ବିଜେପୁର ଉପନିର୍ବାଚନରା ସୁବଳଙ୍କ ପତ୍ନୀ ହେବେ ଦଳୀୟ ପ୍ରାର୍ଥୀ

Party president declared Subals wife BJD candidate for Bijepur by poll

 Published : ଓଡିଶା ସନ୍ ଟାଇମ୍ସ

/  

25-Sep-2017  

ଶେଷରେ ସମସ୍ତ ପ୍ରକାର କଳ୍ପନା ଜଳ୍ପନାକୁ ଦୂରକରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ପରଲୋକଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ, ରିତା ସାହୁ  ବିଜେପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ। 

Other News