ବିଜୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ସଭା,ରକ୍ତଦାନ ଶିବିର ଆୟୋଜନ କଲା ବିଜେଡି

BJD organises Shradhanjali Sabha, blood donation camp on Biju Jayanti

 Published : ଦ ନ୍ୟୁଜରୁମ

/  

05-Mar-2020  

ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର 104 ତମ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ରକ୍ତ ଦାନ ଶିବିର ଆୟୋଜନ କରିଛି ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Other News