ଆସନ୍ତା ଏକ ମାସ ମଧ୍ୟରେ ଉନ୍ନତ ମାନର ସାଧାରଣ ସେବା ପ୍ରଦାନ ପାଇଁ ହେବ ଯୋଜନା

Plan to better public service delivery in a month

ଜନସାଧାରଣଙ୍କୁ ଅଧିକତର ଭଲ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳମାନେ ପ୍ରଦାନ କରିଥିବା ସୁପାରିଶ ଗୁଡିକର ସମୀକ୍ଷା କରାଯାଇ ଆସନ୍ତା ଏକ ମାସ ମଧ୍ୟରେ ଆକ୍ସନପ୍ଲାନ ପ୍ରସ୍ତୁତ କରବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସଚିବାଳୟରେ ଚାଲିଥିବା ଜିଲ୍ଲାପାଳ କର୍ମଶାଳାର ଦ୍ବିତୀୟ ଦିନରେ ୫ ଟି ସେବା ଉପରେ ଅଗ୍ରାଧିକାର ପ୍ରଦାନ କରାଯାଇଥିଲା । ୩୦ ଟି ଜିଲ୍ଲାର ଜିଲ୍ଳାପାଳ ମାନଙ୍କୁ ନେଇ ୫ ଟି ଗ୍ରୃଫ କରାଯାଇ ପ୍ରତ୍ୟେକଙ୍କୁ ଗୋଟିଏ କରି ବିଷୟ ଉପରେ ବିଚାରବିମର୍ଷ କରିବା ସହିତ ସେସମ୍ପର୍କରେ ପ୍ରସ୍ତାବ ସୁପାରିଶ୍ କରିବାକୁ କୁହାଯାଇଥିଲା।

Other News