ମ୍ୟାଲେରିଆ ନିରାକରଣରେ ଓଡିଶା ରୋଲ ମଡେଲ: ଡବ୍ଲୁଏଚଓ

Odisha role model in India for fight against malaria: WHO

 Published : ଓଡ଼ିଶା ସନ୍ ଟାଇମ୍ସ

/  

21-Nov-2018  

ମଶା ଜନିତ ରୋଗର ନିରାକରଣରେ ଓଡ଼ିଶା ରୋଲ ମଡେଲ ହୋଇପାରିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ସଦ୍ୟ ପ୍ରକାଶିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟରେ କୁହାଯାଇଛି ମ୍ୟାଲେରିଆ ରୋଗ ଜନିତ ମୃତ୍ୟୁ ହ୍ରାସ କରିବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ଓଡ଼ିଶା ରୋଲ ମଡେଲ ହୋଇଥିବାରୁ ଏହି ମଡେଲକୁ ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ।

Other News