ବିକାଶ ହେଉଛି ଓଡ଼ିଶାର ପରିଚୟ : ମୁଖ୍ୟମନ୍ତ୍ରୀ

Development is Odishas identity: CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

26-Jan-2019  

ବିକାଶ ହେଉଛି ଓଡ଼ିଶାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣତନ୍ତ୍ର ଦିବସରେ କଟକ ବାରବାଟି ଷ୍ଟାଡ଼ିୟମରେ ଜାତୀୟ ପତାକା ଉତ୍ତୋଳନ ପରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତିଯେ ଓଡ଼ିଶାର ସବୁ କ୍ଷେତ୍ରରେ ବିକାଶ ଉଦାହରଣ ମୂଳକ ହୋଇ ପାରିଛି।

Other News