ଲୋକ ସମସ୍ୟାକୁ ପ୍ରାଥମିକତା ଦିଆଗଲେ, ରାଜନୀତି ଜଟିଳ କେବେ ଜଟିଳ ହୋଇ ରହିବନାହିଁ: ନବୀନ

Politics not complicated if people kept priority: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

26-May-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଯେକି ପଞ୍ଚମଥର ପାଇଁ ସରକାରକୁ ଫେରିଛନ୍ତି ସେ ପହିଛନ୍ତି,ଜନମଙ୍ଗଳ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଗଲେ ରାଜନୀତି ଜଟିଳ ହୋଇ ରହିବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁଜନତା ଦଳ ବାରମ୍ବାର କ୍ଷମତାକୁ ଆସିବାର ରହସ୍ୟ କଣ ବୋଲି ପଚରାଯିବାରୁ ସେ କହଛନ୍ତି,” ମୁଁ ସର୍ବଦା ଦୁଇଟି ବିଷୟ ଉପରେ ଗୁରୁତ୍ବ ଦେବାକୁ କହିଥାଏ, ଲୋକ କଣ ଚାହୁଁଛନ୍ତି ଏବଂ ଲୋକଙ୍କ ପାଇଁ କାମ କର ବୋଲି କହିଥାଏ”। ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ମାନଙ୍କ ସହିତ ଆଲୋଚନା ବେଳେ କହିଛନ୍ତି

Other News