ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ

BJD announced 1st list of candidates

 Published : ଓଡ଼ିଶା ସନ୍ ଟାଇମ୍ସ

/  

18-Mar-2019  

ଆସନ୍ତା ନିର୍ବାଚନ ପ୍ରାୟ ଏକ ମାସରୁ କମ୍ ସମୟ ଥିଲାବେଳେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୨୧ଟି ଲୋକସଭା ଆସନ ମଧ୍ୟରୁ ୯ଟି ଏବଂ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫୪ ଟି ଆସନ ପାଇଁ ଦଳର ପ୍ରାର୍ଥୀ ମାନଙ୍କର ନାମ ଘୋଷଣା କରିଛନ୍ତି। ଘୋଷିତ ଲୋକସଭା ଆସନ ଗୁଡ଼ିକ ମଧ୍ୟରେ ଚନ୍ଦ୍ର ଶେଖର ସାହୁ (ବ୍ରହ୍ମପୁର), କୌଶଲ୍ୟା ହିକକା (କୋରାପୁଟ), ଅଚ୍ୟୁତ ସାମନ୍ତ (କନ୍ଧମାଳ), ପୁଷ୍ପେନ୍ଦ୍ର ସଂହଦେଓ (କଳାହାଣ୍ଡି), ରମେଶ ମାଝି ( ନବରଙ୍ଗପୁର), ପ୍ରସନ୍ନ ଆଚାର୍ଯ୍ୟ (ବରଗଡ଼), ସୁନୀତା ବିଶ୍ବାଳ(ସୁନ୍ଦରଗଡ଼),ପ୍ରମିଳା ବିଶୋଇ (ଆସ୍କା),କଲିକେଶ ସିଂହଦେଓ (ବଲାଙ୍ଗିର) ଙ୍କୁ ଦଳ ପ୍ରାର୍ଥି କରିଛି।

Other News