ମୁଖ୍ୟମନ୍ତ୍ରୀ ଙ୍କ ସୂଚନା, ଓଡିଶା ଅନେକଙ୍କ ପାଇଁ ଏକ ମଡେଲ ରାଜ୍ୟ

CM said Odisha is a model state for many

 Published : ଟାଇମସ ଅଫ ଇଣ୍ଡିଆ

/  

18-Apr-2017  

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ବିକାଶର ଆଗଧାଡିରେ ରହିଛି ଏବଂ ଏବେ ଏକ ମଡେଲ ରାଜ୍ୟରେ ପରିଣତ ହୋଇଛି l ଅନେକ ରାଜ୍ୟ ଓଡିଶାର ବିକାଶ ପ୍ରକ୍ରିୟା ଓ କାର୍ଯ୍ୟଧାରାକୁ ଅନୁକରଣ କରିବା ଆରମ୍ଭ କରିଛନ୍ତି l  ବିଜୁ ପଟ୍ଟନାୟକଙ୍କ ୨୦ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପାର୍ଟି କର୍ୟାଳୟଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଥିଲେ l

Other News