Published : ଓଡ଼ିଶା ସନ୍ ଟାଇମ୍ସ
11-Apr-2019
ଦେଶ ଓ ରାଜ୍ୟର ଗୌରବମୟ ଭବିଷ୍ୟତ ପାଇଁ ପ୍ରଥମ ଥର ପାଇଁ ଭୋଟର ହୋଇଥିବା ୪ ଟି ଲୋକସଭାର ଯୁବ ଗୋଷ୍ଠୀ ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୁବ ଭୋଟର ମାନଙ୍କୁ ପରାମର୍ଶ ଦେଇଛନ୍ତି।