Published : ଓଡ଼ିଶା ସନ୍ ଟାଇମ୍ସ
/10-May-2019
ବାତ୍ୟା ଫନୀର ପ୍ରଭାବରେ ଓଡ଼ିଶାର ୧୪ ଟି ଜିଲ୍ଲାରେ ୧ କୋଟି ୫୦ଲକ୍ଷ ୯୪୩୨୧ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରାଜ୍ୟ ସରକାର ସିଚୁଏସନ ରିପୋର୍ଟରେ ପ୍ରକାଶ କରିଛନ୍ତି। ବାତ୍ୟା ଦ୍ବାରା ୫ ଲକ୍ଷ ଗୃହ ଭାଙ୍ଗିଛି, ଓ ଅନେକ ଶିକ୍ଷାନୁଷ୍ଠାନ, ରାସ୍ତା , ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡିଛି।