ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମାର୍ଚ୍ଚରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

Direct international flight from BPIA in March

 Published : ଓଡିଶାପୋଷ୍ଟ

/  

28-Jan-2017  

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଉଡିବ ଅନ୍ତର୍ଜାତୀୟ ବିମାନ, ଏକଥା କହିଛନ୍ତି ଏୟାରପୋର୍ଟ ଅଥେରିଟିର ବରିଷ୍ଟ ଅଧିକାରୀ। ସେ ଆଶାପ୍ରକାଶ କରିଛନ୍ତି ଯେ, ଏୟାର ଏସିଆ ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ତାର ଅନ୍ତର୍ଜାତିକ ବିମାନ ଉହାଣ ସେବା ଆରମ୍ଭ କରିବ, ଏଥିପାଇଁ ଏହି ସଂସ୍ଥା, ଡାଇରେକ୍ଟର ସିଭିଲ ଆଭିଏସନ ଠାରୁ ଆବଶ୍ୟକୀୟ ଅନୁମତି ପାଇସାରିଲାଣି ବୋଲି ଏଏଆଇର ପୂର୍ବାଞ୍ଚଳ କାର୍ଯ୍ୟନିର୍ବହୀ କହିଛନ୍ତି।

Other News