ରାଜ୍ୟରେ ବୃହତ ପୁଞ୍ଜି ବିନିବେଶକାରୀ ସମାବେଶର ମେକ୍ ଇନ୍ ଓଡିଶାର ଶୁଭାରମ୍ଭ

Biggest business meet “ Make in Odisha Conclave” kicks Off

ଦେଶର ଅନ୍ୟତମ ବୃହତ ପୁଞ୍ଜି ବିନିବେଶକାରିଙ୍କ ସମାବେଶ ମେକ୍ ଇନ୍ ଓଡିଶା କନକ୍ଲେଭ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି।  ତିନିଦିନ ଧରି ଚାଲିବାକୁଥିବା ଏହି ସମାବେଶରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ଶିଳ୍ପସଂସ୍ଥାର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଏଥିରେ ଭାଗନେଇ ଓଡିଶାରେ ପୁଞ୍ଜି ବିନିଯୋଗ କରିବା ତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମର ସୁଯୋଗ ଆସିଛି । ଓଡିଶାକୁ ଶିଳ୍ପକ୍ଷେତ୍ରରେ ପୂର୍ବଭାରତର କେନ୍ଦ୍ରବିନ୍ଦୁରେ ପରିଣତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଉଁ ଯୋଜନା ରଖିଛନ୍ତି ତାହାକୁ ସଫଳ କରିବାର ଦିଗରେ ଏହା ସହାୟକ ହେବ।

Other News