ମୁଖ୍ୟମନ୍ତ୍ରୀଙ୍କ ଦାବୀ ସମ୍ବଲପୁର ଦେଇ ନୂଆ ରାଜଧାନୀ ଏକ୍ସପ୍ରେସ ପ୍ରଚଳନ ହେଉ

CM met Ptyush goyal, urged new Rajdhani express via Sambalpur

 Published : ପାଓନିୟର

/  

28-Sep-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ସହିତ ଓ କେତେକ ନୂଆ ରେଳ ପ୍ରଚଳନ ପାଇଁ ଦାବୀ କରିଥିଲେ। ରେଳମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସୂଚନା ଦେଇ କହିଥିଲେ ଯେ ଜୟପୁର-ନବରଙ୍ଗପୁର ଓ ଜୟପୁର- ମାଲକାନାଗିରି ରେଳ ପ୍ରକଳ୍ପ ଏବଂ ପୁରୀ-କୋଣାର୍କ ନୂତନ ରେଳ ଲାଇନ୍ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି। ଏଥିସହିତ ସମ୍ବଲପୁର ଦେଇ ଏକ ନୂଆ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଚଳପ୍ରଚଳ ପାଇଁ ସେ ଦାବୀ କରିଛନ୍ତି।

Other News